Tag Archives: Odisha

ମୋ ମାଆ ~ ସାଗରିକା ପାଢୀ ~

Mo Maa by Sagarika Padhi

ମାଟି ଆକାଶ ର ସୁ-ସଂଯୋଗ ରେ, ସୃଷ୍ଟି ହୋଇଛି ମାଆ …॥ ତୋଳି ହୁଏ ନାହିଁ ମୂଲ ଯେ ତାହାରି , ସବୁଠୁ ସୁନ୍ଦର ନାଆ…॥ ଆକାଶ ପରି ସେ ମହାନ ଅଟଇ, ମାଟି ପରି ସର୍ବସଂହା…॥ ଫୁଲ ପରି ତାର କୋମଳ ହୃଦୟ, ସଭିଙ୍କୁ ହୁଏ ସେ ସାହା …॥ ଗଙ୍ଗା ପରି ସେ … Continue reading

Posted in Literature, Short Poems | Tagged , , , , , , , , , , , , , , , | 1 Comment

ଋତୁରେ ଶ୍ରାବଣୀ ~ ଅଳକା ମହାନ୍ତି ~

Ruture Srabana by Alka Mohanty

ହେ ଶ୍ରାବଣୀ , ତୁମେ ଚିର ବନ୍ଦିତା ପ୍ରଶମିତ କର ତାତି, ଧରଣୀ ରାଣୀ ମୁଁ ରୌଦ୍ର ତାପେ ତପେ ନଥିଲେ ତୁମର ସ୍ଥିତି।। ହେ ଶ୍ରାବଣୀ, ତୁମ ତିଯୋରି ର ଅବାରିତ ବାରି ବୁଝିପାରେ ମୋର ସ୍ଥିତି, ଚାତକ ପକ୍ଷୀ ମୁଁ ଝୁରି ହେଉ ଥାଏ ତୁମର ଯେ ଉପସ୍ଥିତି।। ହେ ଶ୍ରାବଣୀ, ତୁମେ … Continue reading

Posted in Literature, Short Poems | Tagged , , , , , , , , , , , , , , | Comments Off on ଋତୁରେ ଶ୍ରାବଣୀ ~ ଅଳକା ମହାନ୍ତି ~

VAGARIES OF HUMAN BEHAVIOUR ~ Plavani Priyadarshini ~

Vagaries of human behaviour

O dear human,why are you so dastardly? Look!! What you’ve made of yourself?? You don’t appreciate the breeze breathing through your skin You no more thank the waves listening to your sullen tales Neither can you smell the vibrant fragrance … Continue reading

Posted in Literature, Short Poems | Tagged , , , , , , , , , , | Comments Off on VAGARIES OF HUMAN BEHAVIOUR ~ Plavani Priyadarshini ~

ଏକାକିନୀ ~ ତ୍ରିଭୁବନଜିତ୍ ମୁଖାର୍ଜୀ ~

Ekakini by Tribhubanjit Mukherjee

ସନ୍ଧ୍ୟା ପାର ହେଇ ରାତି ହେଲା l ଘଡ଼ିକୁ ଅନେଇଲି 8 ଟା ବାଜିବ l ଦୂରରୁ ଦେଖିଲି ବସ୍ ଷ୍ଟାଣ୍ଡରେ କେହି ଦେଖା ଯାଉନାହାନ୍ତି l ମନେ ମନେ ଭାବିଲି ବସ୍ ପାଇବି ତ ! ପାଖରେ ପହଞ୍ଚିବାରୁ ଦେଖିଲି ଜଣେ ମହିଳା ଏକୁଟିଆ କଂକ୍ରିଟ ବେଞ୍ଚରେ ବସିଛନ୍ତି l ଓଢ଼ଣାରେ ମୁହଁ ଦେଖା … Continue reading

Posted in Literature, Short Stories | Tagged , , , , , , , , , , , , | Comments Off on ଏକାକିନୀ ~ ତ୍ରିଭୁବନଜିତ୍ ମୁଖାର୍ଜୀ ~

ମମତା’ର ମୂଲ ~ ସୁମିତ୍ରା ବିଶ୍ୱାଳ ~

Mamatara Moola by Sumitra Biswal

ପ୍ରେମ ନୁହେଁ ଏକ ଅଜବ କଣ୍ଢେଇ, ସେ ସଭିଙ୍କ ହାତରେ ନାଚିବ .. ପ୍ରୀତି ନୁହେଁ ଏକ ପାରିଜାତ ଫୁଲ , ସଭିଙ୍କ ଗଭାରେ ସାଜିବ ॥ ସ୍ନେହ ନୁହେଁ କେବେ ବଜାର ପରିବା. ତାକୁ କିଏ ମୂଲ କରିବ, ମମତା ଠୁ ବଳି ଅତି ସୁଆଦିଆ ଦୁନିଆରେ କିଏ ପାଇବ ॥ ସ୍ନେହ, ପ୍ରେମ, … Continue reading

Posted in Literature, Short Poems | Tagged , , , , , , , , , , , , , , , | 7 Comments

ପ୍ରେମ ~ସାଗରିକା ପାଢୀ~

Prema by Sagarika Parhi

ଜୀଵନ ଆରମ୍ଭ ହୁଏ ଯେଉଁ ଶବ୍ଦ ରେ ଶେଷ ହୁଏ ନାହିଁ କେବେ ସେ ମୃତ୍ୟରେ..॥ ଅଢେଇ ଅକ୍ଷର ଅଟେ ସେ ନାମରେ, ରହି ଥାଏ ସେ ସଭିଁଙ୍କ କୋମଳ ହୃଦରେ ॥ କେବେ ମା’ ର ମମତା ଭଳି, ତୋ କେବେ ଭଉଣୀ ର କଳି ପରି । କେବେ ବନ୍ଧୁ ର ବନ୍ଧୁତା … Continue reading

Posted in Literature, Short Poems | Tagged , , , , , , , , , , , , , , , , | 7 Comments

ପିତୃ ଦିବସ ~ଅଳକା ମହାନ୍ତି~

Pitru Divas by Alka Mohanty

ଦୀର୍ଘ ୨୦ ବର୍ଷ ପରେ ମୋତେ (ଶିବାନୀ ଙ୍କୁ) ମୌକା ମିଳିଛି ନିଜ ଗାଁ କୁ ରଜ ରେ ରହିବାକୁ।  ପ୍ରତିବର୍ଷ ବିଦେଶ ରୁ ଓଡ଼ିଶା ଆସନ୍ତି, ହେଲେ କେବେ ରଜ ରେ ଆସିବାକୁ ସୁଯୋଗ ମିଳିନଥିଲା। ଜୀବନର ଅର୍ଦ୍ଧେକ ସମୟ ସେ ପଶ୍ଚିମ ଭାରତ ରେ କଟାଇ ସାରିଛନ୍ତି। ସେଠାରେ ଜୁନ ମାସ ୧୫ … Continue reading

Posted in Literature, Short Stories | Tagged , , , , , , , , , , | 6 Comments

He is the one ~ Trisha Patro ~

He is the one by Trisha Patro

The real king, Who always bloom like a flower in Spring. Never shows his sorrows to us, But have it all in rows. He never search for praises,He just go working quietly, he do have many needs, But for ours … Continue reading

Posted in Children's World, Literature | Tagged , , , , , , , , , , , , , | Comments Off on He is the one ~ Trisha Patro ~

ଟୋପାଏ ଲୁହ ~ ରାଜେଶ୍ଵରୀ ନାୟକ ~

Topae luha by Rajeshwari Nayak

ଅଳପ ଦିନର ଗଳପ ସରିଛି ଏଇ ନୀଡ଼ ଘରେ ଆଉକେ ଆସିଛି କେମିତି ଏ ରାତି ସରୁଛି ।। ଦିନ ଥିଲା ସେଇ ଘରେ କେତେ ହସି ଖେଲିଛୁ ଯିଏ ଯାହା କହିଲେବି ସବୁ କଥା ସହିଛୁ ବାଟ ବାଣା ଆଜି ତୁ ,ଲୁହ ଝରାଉଛି ମୁ ଆଉ ସେଇ ଦିନ ଫେରିବନି ପରଦେଶୀ ତଥାପି … Continue reading

Posted in Literature, Short Poems | Tagged , , , , , , , , , , | Comments Off on ଟୋପାଏ ଲୁହ ~ ରାଜେଶ୍ଵରୀ ନାୟକ ~

ପ୍ରତିଦାନ Pratidana ~ଅଳକା ମହାନ୍ତି Alka Mohanty~

Short story in Odia Pratidana by Alka Mohanty

-ଦେଖନ୍ତୁ! ଆପଣ ଟିକେ ଆଖିବୁଜି ଶୋଇବାକୁ ଚେଷ୍ଟା କରନ୍ତୁ। ଏମିତି ଅହରହ ଚିନ୍ତା କଲେ କିଛି ଲାଭ ହେବନି। ଡକ୍ଟର ଆସୋସିସନର ମୁଖ୍ୟ ମଧ୍ଯ ଆପଣଙ୍କ ପାଇଁ ଅନୁଗ୍ରହ କରିଛନ୍ତି।ଦେଖିବେ ନିଶ୍ଚୟ ଡୋନର ମିଳିଯିବ। ଆପଣଙ୍କ ର ଡ଼ାୟାଲିଶିସ ଦରକାର ନ ପଡିପାରେ। ଏମିତି ମିସ୍ ରୀତା,ଯିଏ ସୁଦାମ ବାବୁ ଙ୍କର କେବିନ୍ ରେ ନର୍ସ … Continue reading

Posted in Literature, Short Stories | Tagged , , , , , , , , , , | 1 Comment