Tag Archives: ଓଡିଆ

ନୀଳାଦ୍ରି ବିଜେ ~ ଅଳକା ମହାନ୍ତି ~

Niladri Bije by Alka Mohanty

ଭୁଲି ଯାଅ ପ୍ରିୟେ ମାନ ଅଭିମାନ ଦେଖ ମୋର ମଧୁ ପ୍ରୀତି ତୁମେ ପରା ମୋର ହୃଦୟ ର ରାଣୀ ଗୀତ ଗୋବିନ୍ଦ ର ଗୀତି। ତୁମେ ମୋର ସ୍ୱନ ମୁରଲୀ ର ତାନେ ତୁମେ ମୋ ପ୍ରେମ ର ବୀଣା ତୁମ ବିନୁ ସବୁ ଶୁଷ୍କ ମରୁଭୂମି ତୁମେ ପବିତ୍ର ଝରଣା। ମାନବୀୟ ଲୀଳା … Continue reading

Posted in Literature, Short Poems | Tagged , , , , , , , , , , , , | Comments Off on ନୀଳାଦ୍ରି ବିଜେ ~ ଅଳକା ମହାନ୍ତି ~

ମନୋରଥ ~ ଅଳକା ମହାନ୍ତି ~

Short poem Manoratha by Alka Mohanty

ଲୋଡା ନାହିଁ ଭାଷା ଶବ୍ଦ ଉଚ୍ଚାରଣ କହିବାକୁ ମନ କଥା, ବାଦଲ ବରସେ ଆଦ୍ୟ ଆଷାଢ଼ ରେ ବୁଝି ଧରଣୀ ର ବ୍ୟଥା। -୧ ରବି ଉଇଁ ଯାଏ ପୁରବ ଆକାଶେ ପଙ୍କଜ ର ମନ ଜାଣି, କୁମୁଦ ର ପ୍ରୀତି କେମିତି କେଜାଣି ଚନ୍ଦ୍ର କି ପଚାରେ ପୁଣି?? -୨ ସରସୀ ଜଳ ରେ … Continue reading

Posted in Literature, Short Poems | Tagged , , , , , , , , , , , , , , , | Comments Off on ମନୋରଥ ~ ଅଳକା ମହାନ୍ତି ~

ଓଡିଶା ~ ସୁମିତ୍ରା ବିଶ୍ୱାଳ ~

Short poem Odisha by Sumitra Biswal

ଭାରତ ଦେଶର ସୁନ୍ଦର ରାଜ୍ୟଟି ଓଡ଼ିଶା ଏହାର ନାମ, କଳା ସଂସ୍କୃତି ରେ ଭରି ରହିଥାଏ କୋଣେ ଅନୁକୋଣେ ପ୍ରେମ ॥ ପବିତ୍ର ଦେଶର ପୂରବ ଭାଗରେ ଅବସ୍ଥିତ ପୂଣ୍ୟ ଭୂମି .. ସେ ପୂର୍ଣ୍ୟ ଭୂମିରେ ବାସ କରିଛନ୍ତି ଜଗନ୍ନାଥ ମହାସ୍ଵାମୀ ॥ ଉତ୍କଳ , କଳିଙ୍ଗ ନାମେ ସେ ନାମିତ ପବିତ୍ର ଏହାର … Continue reading

Posted in Literature, Short Poems | Tagged , , , , , , , , , , , , , | Comments Off on ଓଡିଶା ~ ସୁମିତ୍ରା ବିଶ୍ୱାଳ ~

ତୋ ବିନୁ ଅନ୍ୟ ଗତି ନାହିଁ ~ ଅଳକା ମହାନ୍ତି ~

To Binu Anya Gati Nahin by Alka Mohanty

—“ଈଶ୍ଵର ପ୍ରେମ ର ସାଗର, ଈଶ୍ଵର ଶାନ୍ତିର ସାଗର,ଈଶ୍ଵର ଦୟାର ସାଗର,ଈଶ୍ଵର ଶକ୍ତି ର ସାଗର। ସେ ମଧୁରତା ର ଭଣ୍ଡାର। ଯାହା ତାଙ୍କ ପାଖରେ ଅଛି,ସେ ଆମକୁ ଦେଉଛନ୍ତି ଆଉ ଯାହା ଆମ ପାଖରେ ଅଛି ,ଆମେ ଅନ୍ୟ କୁ ଦେଉଛୁ।ଆପଣ ମାନେ ମଧୁରତା ଦ୍ଵାରା ଏ କଠୋର ଧରଣୀ କୁ ମଧୁର କରିଦିଅନ୍ତୁ। … Continue reading

Posted in Literature, Short Stories | Tagged , , , , , , , , , , , | Comments Off on ତୋ ବିନୁ ଅନ୍ୟ ଗତି ନାହିଁ ~ ଅଳକା ମହାନ୍ତି ~

ପ୍ରେମ ~ସାଗରିକା ପାଢୀ~

Prema by Sagarika Parhi

ଜୀଵନ ଆରମ୍ଭ ହୁଏ ଯେଉଁ ଶବ୍ଦ ରେ ଶେଷ ହୁଏ ନାହିଁ କେବେ ସେ ମୃତ୍ୟରେ..॥ ଅଢେଇ ଅକ୍ଷର ଅଟେ ସେ ନାମରେ, ରହି ଥାଏ ସେ ସଭିଁଙ୍କ କୋମଳ ହୃଦରେ ॥ କେବେ ମା’ ର ମମତା ଭଳି, ତୋ କେବେ ଭଉଣୀ ର କଳି ପରି । କେବେ ବନ୍ଧୁ ର ବନ୍ଧୁତା … Continue reading

Posted in Literature, Short Poems | Tagged , , , , , , , , , , , , , , , , | 7 Comments