Tag Archives: Alka Mohanty
ବାହୁଡ଼ିବା ବେଳ ~ ଅଳକା ମହାନ୍ତି ~

ମାଆ କୋଳେ, ଏନ୍ତୁଡ଼ି ଶାଳରେ, ମାଟି କାନ୍ଥରେ ଷଠି ଘର ସବୁ, କୁନି କୁନି ପାଦ ପଡେ ଦାଣ୍ଡ ଅଗଣାରେ, ଝୁମୁ ଝୂମୁ ପାଉଁଜି ଶବ୍ଦ ରେ ମାଆ ବାପା,ଦାଦଖୁଡ଼ି ଭାଇ ଓ ଭଉଣୀ ସର୍ବେ ସମ୍ମୋହିତ, କେତେ ସ୍ନେହ କେତେ ଆଶିର୍ବାଦ। ବାଲିଘର ଗଢୁଥାଇ ସାଙ୍ଗସାଥୀ ମେଳେ ଅ ଆ କ ଖ ଠାରୁ … Continue reading
ନୀଳାଦ୍ରି ବିଜେ ~ ଅଳକା ମହାନ୍ତି ~

ଭୁଲି ଯାଅ ପ୍ରିୟେ ମାନ ଅଭିମାନ ଦେଖ ମୋର ମଧୁ ପ୍ରୀତି ତୁମେ ପରା ମୋର ହୃଦୟ ର ରାଣୀ ଗୀତ ଗୋବିନ୍ଦ ର ଗୀତି। ତୁମେ ମୋର ସ୍ୱନ ମୁରଲୀ ର ତାନେ ତୁମେ ମୋ ପ୍ରେମ ର ବୀଣା ତୁମ ବିନୁ ସବୁ ଶୁଷ୍କ ମରୁଭୂମି ତୁମେ ପବିତ୍ର ଝରଣା। ମାନବୀୟ ଲୀଳା … Continue reading
ମନୋରଥ ~ ଅଳକା ମହାନ୍ତି ~

ଲୋଡା ନାହିଁ ଭାଷା ଶବ୍ଦ ଉଚ୍ଚାରଣ କହିବାକୁ ମନ କଥା, ବାଦଲ ବରସେ ଆଦ୍ୟ ଆଷାଢ଼ ରେ ବୁଝି ଧରଣୀ ର ବ୍ୟଥା। -୧ ରବି ଉଇଁ ଯାଏ ପୁରବ ଆକାଶେ ପଙ୍କଜ ର ମନ ଜାଣି, କୁମୁଦ ର ପ୍ରୀତି କେମିତି କେଜାଣି ଚନ୍ଦ୍ର କି ପଚାରେ ପୁଣି?? -୨ ସରସୀ ଜଳ ରେ … Continue reading
ଋତୁରେ ଶ୍ରାବଣୀ ~ ଅଳକା ମହାନ୍ତି ~

ହେ ଶ୍ରାବଣୀ , ତୁମେ ଚିର ବନ୍ଦିତା ପ୍ରଶମିତ କର ତାତି, ଧରଣୀ ରାଣୀ ମୁଁ ରୌଦ୍ର ତାପେ ତପେ ନଥିଲେ ତୁମର ସ୍ଥିତି।। ହେ ଶ୍ରାବଣୀ, ତୁମ ତିଯୋରି ର ଅବାରିତ ବାରି ବୁଝିପାରେ ମୋର ସ୍ଥିତି, ଚାତକ ପକ୍ଷୀ ମୁଁ ଝୁରି ହେଉ ଥାଏ ତୁମର ଯେ ଉପସ୍ଥିତି।। ହେ ଶ୍ରାବଣୀ, ତୁମେ … Continue reading