Tag Archives: ଅଳକା ମହାନ୍ତି

ବାହୁଡ଼ିବା ବେଳ ~ ଅଳକା ମହାନ୍ତି ~

Bahudiba bela by Alka Mohanty

ମାଆ କୋଳେ, ଏନ୍ତୁଡ଼ି ଶାଳରେ, ମାଟି କାନ୍ଥରେ ଷଠି ଘର ସବୁ, କୁନି କୁନି ପାଦ ପଡେ ଦାଣ୍ଡ ଅଗଣାରେ, ଝୁମୁ ଝୂମୁ ପାଉଁଜି ଶବ୍ଦ ରେ ମାଆ ବାପା,ଦାଦଖୁଡ଼ି ଭାଇ ଓ ଭଉଣୀ ସର୍ବେ ସମ୍ମୋହିତ, କେତେ ସ୍ନେହ କେତେ ଆଶିର୍ବାଦ। ବାଲିଘର ଗଢୁଥାଇ ସାଙ୍ଗସାଥୀ ମେଳେ ଅ ଆ କ ଖ ଠାରୁ … Continue reading

Posted in Literature, Short Poems | Tagged , , , , , , , , , , , | Comments Off on ବାହୁଡ଼ିବା ବେଳ ~ ଅଳକା ମହାନ୍ତି ~

ନୀଳାଦ୍ରି ବିଜେ ~ ଅଳକା ମହାନ୍ତି ~

Niladri Bije by Alka Mohanty

ଭୁଲି ଯାଅ ପ୍ରିୟେ ମାନ ଅଭିମାନ ଦେଖ ମୋର ମଧୁ ପ୍ରୀତି ତୁମେ ପରା ମୋର ହୃଦୟ ର ରାଣୀ ଗୀତ ଗୋବିନ୍ଦ ର ଗୀତି। ତୁମେ ମୋର ସ୍ୱନ ମୁରଲୀ ର ତାନେ ତୁମେ ମୋ ପ୍ରେମ ର ବୀଣା ତୁମ ବିନୁ ସବୁ ଶୁଷ୍କ ମରୁଭୂମି ତୁମେ ପବିତ୍ର ଝରଣା। ମାନବୀୟ ଲୀଳା … Continue reading

Posted in Literature, Short Poems | Tagged , , , , , , , , , , , , | Comments Off on ନୀଳାଦ୍ରି ବିଜେ ~ ଅଳକା ମହାନ୍ତି ~

ମନୋରଥ ~ ଅଳକା ମହାନ୍ତି ~

Short poem Manoratha by Alka Mohanty

ଲୋଡା ନାହିଁ ଭାଷା ଶବ୍ଦ ଉଚ୍ଚାରଣ କହିବାକୁ ମନ କଥା, ବାଦଲ ବରସେ ଆଦ୍ୟ ଆଷାଢ଼ ରେ ବୁଝି ଧରଣୀ ର ବ୍ୟଥା। -୧ ରବି ଉଇଁ ଯାଏ ପୁରବ ଆକାଶେ ପଙ୍କଜ ର ମନ ଜାଣି, କୁମୁଦ ର ପ୍ରୀତି କେମିତି କେଜାଣି ଚନ୍ଦ୍ର କି ପଚାରେ ପୁଣି?? -୨ ସରସୀ ଜଳ ରେ … Continue reading

Posted in Literature, Short Poems | Tagged , , , , , , , , , , , , , , , | Comments Off on ମନୋରଥ ~ ଅଳକା ମହାନ୍ତି ~

ତୋ ବିନୁ ଅନ୍ୟ ଗତି ନାହିଁ ~ ଅଳକା ମହାନ୍ତି ~

To Binu Anya Gati Nahin by Alka Mohanty

—“ଈଶ୍ଵର ପ୍ରେମ ର ସାଗର, ଈଶ୍ଵର ଶାନ୍ତିର ସାଗର,ଈଶ୍ଵର ଦୟାର ସାଗର,ଈଶ୍ଵର ଶକ୍ତି ର ସାଗର। ସେ ମଧୁରତା ର ଭଣ୍ଡାର। ଯାହା ତାଙ୍କ ପାଖରେ ଅଛି,ସେ ଆମକୁ ଦେଉଛନ୍ତି ଆଉ ଯାହା ଆମ ପାଖରେ ଅଛି ,ଆମେ ଅନ୍ୟ କୁ ଦେଉଛୁ।ଆପଣ ମାନେ ମଧୁରତା ଦ୍ଵାରା ଏ କଠୋର ଧରଣୀ କୁ ମଧୁର କରିଦିଅନ୍ତୁ। … Continue reading

Posted in Literature, Short Stories | Tagged , , , , , , , , , , , | Comments Off on ତୋ ବିନୁ ଅନ୍ୟ ଗତି ନାହିଁ ~ ଅଳକା ମହାନ୍ତି ~

ପିତୃ ଦିବସ ~ଅଳକା ମହାନ୍ତି~

Pitru Divas by Alka Mohanty

ଦୀର୍ଘ ୨୦ ବର୍ଷ ପରେ ମୋତେ (ଶିବାନୀ ଙ୍କୁ) ମୌକା ମିଳିଛି ନିଜ ଗାଁ କୁ ରଜ ରେ ରହିବାକୁ।  ପ୍ରତିବର୍ଷ ବିଦେଶ ରୁ ଓଡ଼ିଶା ଆସନ୍ତି, ହେଲେ କେବେ ରଜ ରେ ଆସିବାକୁ ସୁଯୋଗ ମିଳିନଥିଲା। ଜୀବନର ଅର୍ଦ୍ଧେକ ସମୟ ସେ ପଶ୍ଚିମ ଭାରତ ରେ କଟାଇ ସାରିଛନ୍ତି। ସେଠାରେ ଜୁନ ମାସ ୧୫ … Continue reading

Posted in Literature, Short Stories | Tagged , , , , , , , , , , | 6 Comments