Tag Archives: Sumitra Biswal

ଓଡିଶା ~ ସୁମିତ୍ରା ବିଶ୍ୱାଳ ~

Short poem Odisha by Sumitra Biswal

ଭାରତ ଦେଶର ସୁନ୍ଦର ରାଜ୍ୟଟି ଓଡ଼ିଶା ଏହାର ନାମ, କଳା ସଂସ୍କୃତି ରେ ଭରି ରହିଥାଏ କୋଣେ ଅନୁକୋଣେ ପ୍ରେମ ॥ ପବିତ୍ର ଦେଶର ପୂରବ ଭାଗରେ ଅବସ୍ଥିତ ପୂଣ୍ୟ ଭୂମି .. ସେ ପୂର୍ଣ୍ୟ ଭୂମିରେ ବାସ କରିଛନ୍ତି ଜଗନ୍ନାଥ ମହାସ୍ଵାମୀ ॥ ଉତ୍କଳ , କଳିଙ୍ଗ ନାମେ ସେ ନାମିତ ପବିତ୍ର ଏହାର … Continue reading

Posted in Literature, Short Poems | Tagged , , , , , , , , , , , , , | Comments Off on ଓଡିଶା ~ ସୁମିତ୍ରା ବିଶ୍ୱାଳ ~

ମନର ଭାବନା ~ ସୁମିତ୍ରା ବିଶ୍ୱାଳ ~

Manara Bhabana by Sumitra Biswal

ଭାଵନାର ପ୍ରତି ଶବ୍ଦକୁ ଯୋଡିଲେ ହୋଇଯାଏ ବାକ୍ୟଟିଏ, ସେହି ଭାବନାକୁ ଯେ ଲେଖି ପାରୁଛି କବିଟିଏ ସିଏ ହୁଏ ॥ କବି ବୋଲି କେବେ ଭାବେ ନାହିଁ ମନେ, ଭାବେ ମୁଁ ଭାବୁକ ଖାଲି, ସୁନା ବୋଲି ଯାହା ବର୍ଣ୍ଣନା ମୁଁ କରେ ବାସ୍ତବତା ତାହା ବାଲି ॥ ଦ୍ଭାବନାରେ ମୋର ଅବୁଝା ଏ ମନ … Continue reading

Posted in Literature, Short Poems | Tagged , , , , , , , , , , , , , , | Comments Off on ମନର ଭାବନା ~ ସୁମିତ୍ରା ବିଶ୍ୱାଳ ~

ମମତା’ର ମୂଲ ~ ସୁମିତ୍ରା ବିଶ୍ୱାଳ ~

Mamatara Moola by Sumitra Biswal

ପ୍ରେମ ନୁହେଁ ଏକ ଅଜବ କଣ୍ଢେଇ, ସେ ସଭିଙ୍କ ହାତରେ ନାଚିବ .. ପ୍ରୀତି ନୁହେଁ ଏକ ପାରିଜାତ ଫୁଲ , ସଭିଙ୍କ ଗଭାରେ ସାଜିବ ॥ ସ୍ନେହ ନୁହେଁ କେବେ ବଜାର ପରିବା. ତାକୁ କିଏ ମୂଲ କରିବ, ମମତା ଠୁ ବଳି ଅତି ସୁଆଦିଆ ଦୁନିଆରେ କିଏ ପାଇବ ॥ ସ୍ନେହ, ପ୍ରେମ, … Continue reading

Posted in Literature, Short Poems | Tagged , , , , , , , , , , , , , , , | 7 Comments