Tag Archives: Sarita Rath

ତାଲାବନ୍ଦ ~ ସରିତା ରଥ ~

Short poem in Odia " TALABAND " by Sarita Rath

ରାତି ତିନିଟା କୋଡିଏ ପ୍ରେମିକ ଅନଲାଇନ ! ପଚାରିଲେ କୁହେ ମୋତେ ଆଉ ନିଦ ହେଉନିରେ, ନିଦ୍ରାହୀନତା ! ଝରକା ବାହାରେ ରାସ୍ତା ବି ତ ଭିଡିମୋଡି ହେଉଛି ଝାଡ଼ି ଝୁଡ଼ି ଦେଉଛି ସାରା ଦିନର ପଦଭାରର କଷ୍ଟ ପୁଣି ଏକ ସକାଳକୁ ସଜଉଛି ପିଠି ଅଧା ଅନ୍ଧାରରେ ରାତି ମାପୁଛି ଅମ୍ଳଜାନ ସୂର୍ଯ୍ୟଙ୍କ ଦପ୍ତରରେ … Continue reading

Posted in Literature, Short Poems | Tagged , , , , , , , , , | Comments Off on ତାଲାବନ୍ଦ ~ ସରିତା ରଥ ~

ଅତର ଓ ଲିକର୍ ~ସରିତା ରଥ~

Short poem in Odia ' ATARA O LIQUOR " by Sarita Rath

ସମ୍ପର୍କ କଣ ଏଇ! ଯେମିତି ସିଲ୍କ୍ ଶାଢ଼ୀର କାନି ଖସି ଯାଏ ସବୁଥର ଆଖିରେ ବାନ୍ଧିବା ଆଗରୁ ତୁମେ କୁହ ସବୁଥର ମୁଁ ହିଁ ଭୂଲ ହୋଇଯାଏ ଭୁଲିଯାଏ ବିଛାମନ୍ତ୍ର ବୁଢିଆଣୀ ଜାଲ ଛିଣ୍ଡାଉ ଛିଣ୍ଡାଉ ତୁମର ଏତେ ରାଗ କିଆଁ କେତେ ରୋଗ ଭୋଗୁଥାଅ ଏ ଅନ୍ୟତମ ଅତର ଜ୍ୱାଳାରେ କେବେ ଆସ ଆସରକୁ … Continue reading

Posted in Literature, Short Poems | Tagged , , , , , , , , , , , | 1 Comment