Tag Archives: Jagruti Rath Tripathy

ଭୟ ~ ଜାଗୃତି ରଥ ~

Short poem in Odia "BHAYA" by Jagruti Rath

ଭୟ କେବଳ ଭୟବିତ ହୁଏ ଶୁନ୍ୟତା କୁ ନେଇ ଏ ଭୟ ଆଉ ଶୁନ୍ୟତା ଉଭୟ ଅଙ୍ଗାଙ୍ଗୀ ଭାବେ ଜଡିତ। ଏ ଶୁନ୍ୟତା କୁ ଅନୁଭବ କରିବା ହିଁ ଭୟ ନିରାଶ ର ଅୟମାରମ୍ଭ ବୋଧ ହୁଏ ଭୟ ହଁ ହୋଇପାରେ ଆଶ୍ୱାସନା ଏ ଭୟ ର ମହୋଔଷଧି ହେଲେ ଆଶ୍ୱାସନା ଏଠି ଦେବ କିଏ???? … Continue reading

Posted in Literature, Short Poems | Tagged , , , , , , , , , , | 1 Comment

ମୁଖା ~ଜାଗୃତି ରଥ~

Short poem in Odia 'MUKHA' by Jagruti Rath

ମୁଖା ତଳେ ଲୁଚିରହିଥିବା ସେ ଆଖି କୁ କେବେ ଆଇନା ଦେଖି ପଚାରିଛ କି କେତେ ଲୁହ ଜାକିଛି?? ଭାବପ୍ରବଣତା ରେ ଖାଲି ସେ କେତେ ସ୍ୱପ୍ନ ସାଉଁଟିଛି, ସୀମାହୀନ ସାଗର ବୁକୁ ପରି ନିଳ ଆକାଶ ର ଭସା ବାଦଲ ପରି ସବୁ ସେ ଆଖି ଆଗରେ ଭାସି ଯାଉଥିଲେ ବି କେତେଥର ହାତ … Continue reading

Posted in Literature, Short Poems | Tagged , , , , , , , , , , | Comments Off on ମୁଖା ~ଜାଗୃତି ରଥ~