ଭୟ ~ ଜାଗୃତି ରଥ ~

Short poem in Odia "BHAYA" by Jagruti Rath

ଭୟ କେବଳ ଭୟବିତ ହୁଏ ଶୁନ୍ୟତା କୁ ନେଇ
ଏ ଭୟ ଆଉ ଶୁନ୍ୟତା ଉଭୟ ଅଙ୍ଗାଙ୍ଗୀ ଭାବେ ଜଡିତ।

ଏ ଶୁନ୍ୟତା କୁ ଅନୁଭବ କରିବା ହିଁ ଭୟ
ନିରାଶ ର ଅୟମାରମ୍ଭ ବୋଧ ହୁଏ ଭୟ
ହଁ ହୋଇପାରେ ଆଶ୍ୱାସନା ଏ ଭୟ ର ମହୋଔଷଧି
ହେଲେ ଆଶ୍ୱାସନା ଏଠି ଦେବ କିଏ????

ଏଠି ତ ସମସ୍ତେ ଗୋଟିଏ ନୌକା ର ଯାତ୍ରୀ…..
ଏ କର୍ଣ ଗୁଞ୍ଜରିତ ହୁଏ
କେବଳ ତ୍ରାହି ତ୍ରାହି ତ୍ରାହି ଶବ୍ଦ ରେ……

 

~  ଜାଗୃତି ରଥ  ~


2

This entry was posted in Literature, Short Poems and tagged , , , , , , , , , , . Bookmark the permalink.

One Response to ଭୟ ~ ଜାଗୃତି ରଥ ~