Tag Archives: literature
बचपन रईस था ~ अमिता सिंह ~
बचपन ही बहुत रईस था बाबा का कंधा सिंहासन था वहां से दुनिया छोटी दिखती थी आज दफतर की उंचाई से अनंत सी लगती है। माँ का गोद मखमली श्या थी एक ही बिस्तर में भाई-बहन संग गहरी नींद आ … Continue reading
तिरंगा पे न्योछावर अरमान ~अमिता सिंह ~
सीली हवा और गिला मेरा मन भीगी पलकें तेरे आने का इंतजार करता ये आंगन ।। पाती मे जो सब लिख ना सकूॅ तुझसे हर वो दिन को बाँचने को आतुर ।। होली ,दिवाली, तीज त्योहार हर बार तेरे आने … Continue reading
ବାହୁଡ଼ିବା ବେଳ ~ ଅଳକା ମହାନ୍ତି ~
ମାଆ କୋଳେ, ଏନ୍ତୁଡ଼ି ଶାଳରେ, ମାଟି କାନ୍ଥରେ ଷଠି ଘର ସବୁ, କୁନି କୁନି ପାଦ ପଡେ ଦାଣ୍ଡ ଅଗଣାରେ, ଝୁମୁ ଝୂମୁ ପାଉଁଜି ଶବ୍ଦ ରେ ମାଆ ବାପା,ଦାଦଖୁଡ଼ି ଭାଇ ଓ ଭଉଣୀ ସର୍ବେ ସମ୍ମୋହିତ, କେତେ ସ୍ନେହ କେତେ ଆଶିର୍ବାଦ। ବାଲିଘର ଗଢୁଥାଇ ସାଙ୍ଗସାଥୀ ମେଳେ ଅ ଆ କ ଖ ଠାରୁ … Continue reading
ନମସ୍ୟ ମୋ ଓଡିଶା ମାଟି ~ ସାଗରିକା ପାଢି ~
ପୃଥିବୀ ଭିତରେ ଭାରତ ଦେଶରେ ରହିଛି ମୋ ଓଡିଶା । ତା ପାଣି ପବନ ତା ଆକାଶ ମାଟି ସବୁଠୁ ମିଠା ତା ଓଡିଆ ଭାଷା ॥ କେବେ ସେ ରହିଛି ଉଡ୍ର ରୂପରେ କେବେ ପୁଣି ସେ ଉତ୍କଳ । ଇତିହାସ ତାର କେତେ ଯେ ନିଆରା ଗାଇ ଉଠି ଥାଏ ତା ନଦୀର … Continue reading
ନୀଳାଦ୍ରି ବିଜେ ~ ଅଳକା ମହାନ୍ତି ~
ଭୁଲି ଯାଅ ପ୍ରିୟେ ମାନ ଅଭିମାନ ଦେଖ ମୋର ମଧୁ ପ୍ରୀତି ତୁମେ ପରା ମୋର ହୃଦୟ ର ରାଣୀ ଗୀତ ଗୋବିନ୍ଦ ର ଗୀତି। ତୁମେ ମୋର ସ୍ୱନ ମୁରଲୀ ର ତାନେ ତୁମେ ମୋ ପ୍ରେମ ର ବୀଣା ତୁମ ବିନୁ ସବୁ ଶୁଷ୍କ ମରୁଭୂମି ତୁମେ ପବିତ୍ର ଝରଣା। ମାନବୀୟ ଲୀଳା … Continue reading
ମନୋରଥ ~ ଅଳକା ମହାନ୍ତି ~
ଲୋଡା ନାହିଁ ଭାଷା ଶବ୍ଦ ଉଚ୍ଚାରଣ କହିବାକୁ ମନ କଥା, ବାଦଲ ବରସେ ଆଦ୍ୟ ଆଷାଢ଼ ରେ ବୁଝି ଧରଣୀ ର ବ୍ୟଥା। -୧ ରବି ଉଇଁ ଯାଏ ପୁରବ ଆକାଶେ ପଙ୍କଜ ର ମନ ଜାଣି, କୁମୁଦ ର ପ୍ରୀତି କେମିତି କେଜାଣି ଚନ୍ଦ୍ର କି ପଚାରେ ପୁଣି?? -୨ ସରସୀ ଜଳ ରେ … Continue reading
ଓଡିଶା ~ ସୁମିତ୍ରା ବିଶ୍ୱାଳ ~
ଭାରତ ଦେଶର ସୁନ୍ଦର ରାଜ୍ୟଟି ଓଡ଼ିଶା ଏହାର ନାମ, କଳା ସଂସ୍କୃତି ରେ ଭରି ରହିଥାଏ କୋଣେ ଅନୁକୋଣେ ପ୍ରେମ ॥ ପବିତ୍ର ଦେଶର ପୂରବ ଭାଗରେ ଅବସ୍ଥିତ ପୂଣ୍ୟ ଭୂମି .. ସେ ପୂର୍ଣ୍ୟ ଭୂମିରେ ବାସ କରିଛନ୍ତି ଜଗନ୍ନାଥ ମହାସ୍ଵାମୀ ॥ ଉତ୍କଳ , କଳିଙ୍ଗ ନାମେ ସେ ନାମିତ ପବିତ୍ର ଏହାର … Continue reading
କୋରୋନା ଓ ମଣିଷ ~ ସାଗରିକା ପାଢୀ ~
ଜୀବନର ଦୋ ଛକିରେ ଆଜି ଏ ମଣିଷ … ଗୋଟେ ପାଖେ ଜୀଵନ ତ , ଆର ପାଖେ କୋରୋନା ରାକ୍ଷାସ ॥ ସୃଷ୍ଟି ହୁଏ ଥଣ୍ଡା ଜ୍ବରେ ଶ୍ମଶାନରେ ଶେଷ… ଜୁଆଡେ ଦେଖିବ ଖାଲି ଶବ ଓ ପାଉଁଶ…। ମା ରହି ପୁଅ ଯାଏ ଝିଅ ଥାଇ ବାପ… କିଏ କୁହେ ରୋଗ ୟାକୁ, … Continue reading