Tag Archives: oriya
ମନର ଭାବନା ~ ସୁମିତ୍ରା ବିଶ୍ୱାଳ ~
ଭାଵନାର ପ୍ରତି ଶବ୍ଦକୁ ଯୋଡିଲେ ହୋଇଯାଏ ବାକ୍ୟଟିଏ, ସେହି ଭାବନାକୁ ଯେ ଲେଖି ପାରୁଛି କବିଟିଏ ସିଏ ହୁଏ ॥ କବି ବୋଲି କେବେ ଭାବେ ନାହିଁ ମନେ, ଭାବେ ମୁଁ ଭାବୁକ ଖାଲି, ସୁନା ବୋଲି ଯାହା ବର୍ଣ୍ଣନା ମୁଁ କରେ ବାସ୍ତବତା ତାହା ବାଲି ॥ ଦ୍ଭାବନାରେ ମୋର ଅବୁଝା ଏ ମନ … Continue reading
ମୋ ମାଆ ~ ସାଗରିକା ପାଢୀ ~
ମାଟି ଆକାଶ ର ସୁ-ସଂଯୋଗ ରେ, ସୃଷ୍ଟି ହୋଇଛି ମାଆ …॥ ତୋଳି ହୁଏ ନାହିଁ ମୂଲ ଯେ ତାହାରି , ସବୁଠୁ ସୁନ୍ଦର ନାଆ…॥ ଆକାଶ ପରି ସେ ମହାନ ଅଟଇ, ମାଟି ପରି ସର୍ବସଂହା…॥ ଫୁଲ ପରି ତାର କୋମଳ ହୃଦୟ, ସଭିଙ୍କୁ ହୁଏ ସେ ସାହା …॥ ଗଙ୍ଗା ପରି ସେ … Continue reading
ଋତୁରେ ଶ୍ରାବଣୀ ~ ଅଳକା ମହାନ୍ତି ~
ହେ ଶ୍ରାବଣୀ , ତୁମେ ଚିର ବନ୍ଦିତା ପ୍ରଶମିତ କର ତାତି, ଧରଣୀ ରାଣୀ ମୁଁ ରୌଦ୍ର ତାପେ ତପେ ନଥିଲେ ତୁମର ସ୍ଥିତି।। ହେ ଶ୍ରାବଣୀ, ତୁମ ତିଯୋରି ର ଅବାରିତ ବାରି ବୁଝିପାରେ ମୋର ସ୍ଥିତି, ଚାତକ ପକ୍ଷୀ ମୁଁ ଝୁରି ହେଉ ଥାଏ ତୁମର ଯେ ଉପସ୍ଥିତି।। ହେ ଶ୍ରାବଣୀ, ତୁମେ … Continue reading
ମମତା’ର ମୂଲ ~ ସୁମିତ୍ରା ବିଶ୍ୱାଳ ~
ପ୍ରେମ ନୁହେଁ ଏକ ଅଜବ କଣ୍ଢେଇ, ସେ ସଭିଙ୍କ ହାତରେ ନାଚିବ .. ପ୍ରୀତି ନୁହେଁ ଏକ ପାରିଜାତ ଫୁଲ , ସଭିଙ୍କ ଗଭାରେ ସାଜିବ ॥ ସ୍ନେହ ନୁହେଁ କେବେ ବଜାର ପରିବା. ତାକୁ କିଏ ମୂଲ କରିବ, ମମତା ଠୁ ବଳି ଅତି ସୁଆଦିଆ ଦୁନିଆରେ କିଏ ପାଇବ ॥ ସ୍ନେହ, ପ୍ରେମ, … Continue reading
ପ୍ରେମ ~ସାଗରିକା ପାଢୀ~
ଜୀଵନ ଆରମ୍ଭ ହୁଏ ଯେଉଁ ଶବ୍ଦ ରେ ଶେଷ ହୁଏ ନାହିଁ କେବେ ସେ ମୃତ୍ୟରେ..॥ ଅଢେଇ ଅକ୍ଷର ଅଟେ ସେ ନାମରେ, ରହି ଥାଏ ସେ ସଭିଁଙ୍କ କୋମଳ ହୃଦରେ ॥ କେବେ ମା’ ର ମମତା ଭଳି, ତୋ କେବେ ଭଉଣୀ ର କଳି ପରି । କେବେ ବନ୍ଧୁ ର ବନ୍ଧୁତା … Continue reading
KAVI SAMRAT UPENDRA BHANJA
Upendra Bhanja (born during 1670 (opinions differ between 1670 and 1688) at Kullada, Ghumusara, a princely state in Odisha and died during 1740 (again opinions differ)) was considered as the greatest poet of Odia Literature and was awarded the title … Continue reading
NABA KRUSHNA CHOUDHURY
Nabakrushna Choudhury was born on 23rd November 1901 at Cuttack. His father Gokulananda Choudhury was a great advocate. Noticing Naba krushna’s interest in games and sports, his father arranged him a private tutor. He passed his matriculation from Peary Mohan … Continue reading
PADMA SHRI SANJUKTA PANIGRAHI
Sanjukta Panigrahi (24 August 1944 – 24 June 1997) was a dancer of Odisha, who was the foremost exponent of Indian classical dance Odissi. Sanjukta was the first Odia girl to embrace this ancient classical dance at an early age … Continue reading