Tag Archives: Sagarika Padhi
ନମସ୍ୟ ମୋ ଓଡିଶା ମାଟି ~ ସାଗରିକା ପାଢି ~
![Namashya mo Odisha mati by Sagarika Padhi](https://bestofodisha.org/wp-content/uploads/2021/07/NAMASYA-MO-ODISHA-MATI-150x100.jpg)
ପୃଥିବୀ ଭିତରେ ଭାରତ ଦେଶରେ ରହିଛି ମୋ ଓଡିଶା । ତା ପାଣି ପବନ ତା ଆକାଶ ମାଟି ସବୁଠୁ ମିଠା ତା ଓଡିଆ ଭାଷା ॥ କେବେ ସେ ରହିଛି ଉଡ୍ର ରୂପରେ କେବେ ପୁଣି ସେ ଉତ୍କଳ । ଇତିହାସ ତାର କେତେ ଯେ ନିଆରା ଗାଇ ଉଠି ଥାଏ ତା ନଦୀର … Continue reading
କୋରୋନା ଓ ମଣିଷ ~ ସାଗରିକା ପାଢୀ ~
![Corona O Manisha by Sagarika Parhi](https://bestofodisha.org/wp-content/uploads/2021/07/SP-150x100.jpg)
ଜୀବନର ଦୋ ଛକିରେ ଆଜି ଏ ମଣିଷ … ଗୋଟେ ପାଖେ ଜୀଵନ ତ , ଆର ପାଖେ କୋରୋନା ରାକ୍ଷାସ ॥ ସୃଷ୍ଟି ହୁଏ ଥଣ୍ଡା ଜ୍ବରେ ଶ୍ମଶାନରେ ଶେଷ… ଜୁଆଡେ ଦେଖିବ ଖାଲି ଶବ ଓ ପାଉଁଶ…। ମା ରହି ପୁଅ ଯାଏ ଝିଅ ଥାଇ ବାପ… କିଏ କୁହେ ରୋଗ ୟାକୁ, … Continue reading
ମୋ ମାଆ ~ ସାଗରିକା ପାଢୀ ~
![Mo Maa by Sagarika Padhi](https://bestofodisha.org/wp-content/uploads/2021/06/SP-150x100.jpg)
ମାଟି ଆକାଶ ର ସୁ-ସଂଯୋଗ ରେ, ସୃଷ୍ଟି ହୋଇଛି ମାଆ …॥ ତୋଳି ହୁଏ ନାହିଁ ମୂଲ ଯେ ତାହାରି , ସବୁଠୁ ସୁନ୍ଦର ନାଆ…॥ ଆକାଶ ପରି ସେ ମହାନ ଅଟଇ, ମାଟି ପରି ସର୍ବସଂହା…॥ ଫୁଲ ପରି ତାର କୋମଳ ହୃଦୟ, ସଭିଙ୍କୁ ହୁଏ ସେ ସାହା …॥ ଗଙ୍ଗା ପରି ସେ … Continue reading
ପ୍ରେମ ~ସାଗରିକା ପାଢୀ~
![Prema by Sagarika Parhi](https://bestofodisha.org/wp-content/uploads/2021/06/Prema-150x100.jpg)
ଜୀଵନ ଆରମ୍ଭ ହୁଏ ଯେଉଁ ଶବ୍ଦ ରେ ଶେଷ ହୁଏ ନାହିଁ କେବେ ସେ ମୃତ୍ୟରେ..॥ ଅଢେଇ ଅକ୍ଷର ଅଟେ ସେ ନାମରେ, ରହି ଥାଏ ସେ ସଭିଁଙ୍କ କୋମଳ ହୃଦରେ ॥ କେବେ ମା’ ର ମମତା ଭଳି, ତୋ କେବେ ଭଉଣୀ ର କଳି ପରି । କେବେ ବନ୍ଧୁ ର ବନ୍ଧୁତା … Continue reading