ତୋ ହାତ ଧରି ଚାଲି ସିଖିଲି
ଝୁଣ୍ଟିକି ବି ଉଠିବା ଶିଖିଲି
ସୁଖ ଅବା ଦୁଃଖ ତୁମେ ଥିଲେ ପାଖେ ଜଣା ତ ପଡେନା କିଛି
ଦୁଃଖ ବି ହରି ଯାଏ ଯେବେ ତୁ ଦଊ ଆଉଁସି।
ତୋ କୋଳରେ ମିଳେ ମତେ ସରଗର।
ଏ ଛୋଟ କାଗଜ ତୋ ପାଇଁ ଯଥେଷ୍ଟ ନୁହେଁ ମା।
ମୋ ମା ପରି କିଏ ହବ ।
~ତ୍ରିଶା ପାତ୍ର~
4
ତୋ ହାତ ଧରି ଚାଲି ସିଖିଲି
ଝୁଣ୍ଟିକି ବି ଉଠିବା ଶିଖିଲି
ସୁଖ ଅବା ଦୁଃଖ ତୁମେ ଥିଲେ ପାଖେ ଜଣା ତ ପଡେନା କିଛି
ଦୁଃଖ ବି ହରି ଯାଏ ଯେବେ ତୁ ଦଊ ଆଉଁସି।
ତୋ କୋଳରେ ମିଳେ ମତେ ସରଗର।
ଏ ଛୋଟ କାଗଜ ତୋ ପାଇଁ ଯଥେଷ୍ଟ ନୁହେଁ ମା।
ମୋ ମା ପରି କିଏ ହବ ।
One Response to ଓଡିଆ କ୍ଷୁଦ୍ର କବିତା : ମୋ ମା ପରି କିଏ ହବ ~ତ୍ରିଶା ପାତ୍ର~