Tag Archives: Odia
ଋତୁରେ ଶ୍ରାବଣୀ ~ ଅଳକା ମହାନ୍ତି ~
ହେ ଶ୍ରାବଣୀ , ତୁମେ ଚିର ବନ୍ଦିତା ପ୍ରଶମିତ କର ତାତି, ଧରଣୀ ରାଣୀ ମୁଁ ରୌଦ୍ର ତାପେ ତପେ ନଥିଲେ ତୁମର ସ୍ଥିତି।। ହେ ଶ୍ରାବଣୀ, ତୁମ ତିଯୋରି ର ଅବାରିତ ବାରି ବୁଝିପାରେ ମୋର ସ୍ଥିତି, ଚାତକ ପକ୍ଷୀ ମୁଁ ଝୁରି ହେଉ ଥାଏ ତୁମର ଯେ ଉପସ୍ଥିତି।। ହେ ଶ୍ରାବଣୀ, ତୁମେ … Continue reading
ମମତା’ର ମୂଲ ~ ସୁମିତ୍ରା ବିଶ୍ୱାଳ ~
ପ୍ରେମ ନୁହେଁ ଏକ ଅଜବ କଣ୍ଢେଇ, ସେ ସଭିଙ୍କ ହାତରେ ନାଚିବ .. ପ୍ରୀତି ନୁହେଁ ଏକ ପାରିଜାତ ଫୁଲ , ସଭିଙ୍କ ଗଭାରେ ସାଜିବ ॥ ସ୍ନେହ ନୁହେଁ କେବେ ବଜାର ପରିବା. ତାକୁ କିଏ ମୂଲ କରିବ, ମମତା ଠୁ ବଳି ଅତି ସୁଆଦିଆ ଦୁନିଆରେ କିଏ ପାଇବ ॥ ସ୍ନେହ, ପ୍ରେମ, … Continue reading
ପ୍ରେମ ~ସାଗରିକା ପାଢୀ~
ଜୀଵନ ଆରମ୍ଭ ହୁଏ ଯେଉଁ ଶବ୍ଦ ରେ ଶେଷ ହୁଏ ନାହିଁ କେବେ ସେ ମୃତ୍ୟରେ..॥ ଅଢେଇ ଅକ୍ଷର ଅଟେ ସେ ନାମରେ, ରହି ଥାଏ ସେ ସଭିଁଙ୍କ କୋମଳ ହୃଦରେ ॥ କେବେ ମା’ ର ମମତା ଭଳି, ତୋ କେବେ ଭଉଣୀ ର କଳି ପରି । କେବେ ବନ୍ଧୁ ର ବନ୍ଧୁତା … Continue reading
ଟୋପାଏ ଲୁହ ~ ରାଜେଶ୍ଵରୀ ନାୟକ ~
ଅଳପ ଦିନର ଗଳପ ସରିଛି ଏଇ ନୀଡ଼ ଘରେ ଆଉକେ ଆସିଛି କେମିତି ଏ ରାତି ସରୁଛି ।। ଦିନ ଥିଲା ସେଇ ଘରେ କେତେ ହସି ଖେଲିଛୁ ଯିଏ ଯାହା କହିଲେବି ସବୁ କଥା ସହିଛୁ ବାଟ ବାଣା ଆଜି ତୁ ,ଲୁହ ଝରାଉଛି ମୁ ଆଉ ସେଇ ଦିନ ଫେରିବନି ପରଦେଶୀ ତଥାପି … Continue reading
ଓଡିଆ କ୍ଷୁଦ୍ର କବିତା : ମୋ ମା ପରି କିଏ ହବ ~ତ୍ରିଶା ପାତ୍ର~
ତୋ ହାତ ଧରି ଚାଲି ସିଖିଲି ଝୁଣ୍ଟିକି ବି ଉଠିବା ଶିଖିଲି ସୁଖ ଅବା ଦୁଃଖ ତୁମେ ଥିଲେ ପାଖେ ଜଣା ତ ପଡେନା କିଛି ଦୁଃଖ ବି ହରି ଯାଏ ଯେବେ ତୁ ଦଊ ଆଉଁସି। ତୋ କୋଳରେ ମିଳେ ମତେ ସରଗର। ଏ ଛୋଟ କାଗଜ ତୋ ପାଇଁ ଯଥେଷ୍ଟ ନୁହେଁ ମା। … Continue reading
ଗାନ୍ଧିଜୀ, ତୁମେ ଫେରି ଆସ ~ ରାଜେଶ୍ବରୀ ନାୟକ ~
ଗାନ୍ଧିଜୀ ! ତୁମେ ଫେରିଆସ । ଏ ମାଟି ମଣିଷ ସହ ଗଢିଥିବା ସମ୍ପର୍କ ଆଉଥରେ ଜୀବନ୍ତ ହୋଇଉଠୁ ! ଆଜି କେମିତି ଅବାଟରେ ନିଶାରେ ଟଳୁଛି ଉଦ୍ଦାମ ଜନତା । ନାରୀ ହୁଏ ଅସହାୟା… ମାନବିକତା ବି ନିଷ୍ଠୁର ହୋଲାଣି । ତୁମେ ଲୁହ ଲହୁକୁ ଏକାକାର କରି ପରାଧୀନତାର ଶୃଙ୍ଖଳକୁ ଛିଣ୍ଡାଇ ଦେଇଥିଲ … Continue reading