Tag Archives: ସାଗରିକା ପାଢି
ନମସ୍ୟ ମୋ ଓଡିଶା ମାଟି ~ ସାଗରିକା ପାଢି ~

ପୃଥିବୀ ଭିତରେ ଭାରତ ଦେଶରେ ରହିଛି ମୋ ଓଡିଶା । ତା ପାଣି ପବନ ତା ଆକାଶ ମାଟି ସବୁଠୁ ମିଠା ତା ଓଡିଆ ଭାଷା ॥ କେବେ ସେ ରହିଛି ଉଡ୍ର ରୂପରେ କେବେ ପୁଣି ସେ ଉତ୍କଳ । ଇତିହାସ ତାର କେତେ ଯେ ନିଆରା ଗାଇ ଉଠି ଥାଏ ତା ନଦୀର … Continue reading
ମୋ ମାଆ ~ ସାଗରିକା ପାଢୀ ~

ମାଟି ଆକାଶ ର ସୁ-ସଂଯୋଗ ରେ, ସୃଷ୍ଟି ହୋଇଛି ମାଆ …॥ ତୋଳି ହୁଏ ନାହିଁ ମୂଲ ଯେ ତାହାରି , ସବୁଠୁ ସୁନ୍ଦର ନାଆ…॥ ଆକାଶ ପରି ସେ ମହାନ ଅଟଇ, ମାଟି ପରି ସର୍ବସଂହା…॥ ଫୁଲ ପରି ତାର କୋମଳ ହୃଦୟ, ସଭିଙ୍କୁ ହୁଏ ସେ ସାହା …॥ ଗଙ୍ଗା ପରି ସେ … Continue reading
ପ୍ରେମ ~ସାଗରିକା ପାଢୀ~

ଜୀଵନ ଆରମ୍ଭ ହୁଏ ଯେଉଁ ଶବ୍ଦ ରେ ଶେଷ ହୁଏ ନାହିଁ କେବେ ସେ ମୃତ୍ୟରେ..॥ ଅଢେଇ ଅକ୍ଷର ଅଟେ ସେ ନାମରେ, ରହି ଥାଏ ସେ ସଭିଁଙ୍କ କୋମଳ ହୃଦରେ ॥ କେବେ ମା’ ର ମମତା ଭଳି, ତୋ କେବେ ଭଉଣୀ ର କଳି ପରି । କେବେ ବନ୍ଧୁ ର ବନ୍ଧୁତା … Continue reading