ଓଡିଆ କ୍ଷୁଦ୍ର କବିତା : ମୋ ମା ପରି କିଏ ହବ ~ତ୍ରିଶା ପାତ୍ର~

Odia short poetry MO MAA PARI KIE HABA by Trisha Patro #Mothers day#

ତୋ ହାତ ଧରି ଚାଲି ସିଖିଲି
ଝୁଣ୍ଟିକି ବି ଉଠିବା ଶିଖିଲି
ସୁଖ ଅବା ଦୁଃଖ ତୁମେ ଥିଲେ ପାଖେ ଜଣା ତ ପଡେନା କିଛି
ଦୁଃଖ ବି ହରି ଯାଏ ଯେବେ ତୁ ଦଊ ଆଉଁସି।
ତୋ କୋଳରେ ମିଳେ ମତେ ସରଗର।
ଏ ଛୋଟ କାଗଜ ତୋ ପାଇଁ ଯଥେଷ୍ଟ ନୁହେଁ ମା।

ମୋ ମା ପରି କିଏ ହବ ।

~ତ୍ରିଶା ପାତ୍ର~


4

This entry was posted in Children's World, Literature and tagged , , , , , , , , , , . Bookmark the permalink.

One Response to ଓଡିଆ କ୍ଷୁଦ୍ର କବିତା : ମୋ ମା ପରି କିଏ ହବ ~ତ୍ରିଶା ପାତ୍ର~